



|| ଜୟ ଜଗନ୍ନାଥ ସ୍ୱାମୀ ||
ବିଘ୍ନରାଜ ବିନାୟକ ବିଘ୍ନ ବିନାଶନମ୍
ଦାରୁବ୍ରହ୍ମ ସ୍ୱରୂପାୟ ଶ୍ରୀ ନୀଳକନ୍ଦରମ୍
ଭକ୍ତାନାମ୍ ମୋକ୍ଷ ଦାୟକମ୍ ଜବତ୍ର ଧରମ୍
ନମୋ ନମୋ ଜଗନ୍ନାଥ ଗଜାନନ ବ୍ରହ୍ମମ୍।।। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କୁ ମୋର କୋଟି କୋଟି ପ୍ରଣାମ ।
#happyganeshchaturthi #ganeshchaturthi